
ରାତି ପାହିଲେ ପେଡି ଖୋଲିବ, କାହା ହାତରେ ଜନତା ଦେଇଥିବେ ଶାସନ ଭାର…ଜଣାପଡିବ..
ଭୁବନେଶ୍ୱର : ରାତି ପାହିଲେ ଇଭିଏମ୍ ପେଡି ଖୋଲିବ। ପୋଷ୍ଟାଲ ବାଲଟରେ ଭୋଟ୍ ଗଣତି ହେବ। ଦେଶ ତଥା ଓଡ଼ିଶାର ଶାସନ ଭାର କାହାକୁ ମିଳିବ, ତାହା ସ୍ପଷ୍ଟ ହେବ। ମଙ୍ଗଳବାର ସକାଳ ୮ଟାରୁ ଭୋଟ୍ ଗଣତି ହେବ। ତେବେ ଭୋଟ୍ ଗଣତି ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ମତଦାନ ସମ୍ପର୍କିତ ପରିସଂଖ୍ୟନ ସାର୍ବଜନୀନ କରିଛନ୍ତି। ଇସିଆଇଙ୍କ ପକ୍ଷରୁ କୁହାଯାଇଛି ଯେ, ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ କରିଛି। ଭାରତରେ…