ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରି କୋଟି କୋଟି ଟଙ୍କା ଲାଭ କଲେ ଏଲୋନ୍ ମସ୍କ

ଆମେରିକା: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଏଲୋନ୍ ମସ୍କଙ୍କ ନାମ ପ୍ରଥମ ଭାଷଣରେ ଉଲ୍ଲେଖ କରିଛନ୍ତି। ତାଙ୍କର ସମର୍ଥନ ପାଇଁ ସେ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ନିର୍ବାଚନରେ ଟେସଲା, ସ୍ପେସ୍ ଏକ୍ସ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ର ମାଲିକ ଏଲୋନ୍ ମସ୍କ ଡୋନାଲ୍ଡ ଟ୍ରମ୍ପଙ୍କୁ ଦୃଢ଼ ସମର୍ଥନ କରିଥିଲେ। X ରେ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ତାଙ୍କର ପୋଷ୍ଟଗୁଡିକ ଭାଇରାଲ ହୋଇଥିଲା। ବର୍ତ୍ତମାନ ଏଥିପାଇଁ ତାଙ୍କୁ ଅତୁଳନୀୟ ପୁରସ୍କାର…

Read More

ଆଗରୁ ଥିଲା ‘ଟୁଇଟର’ ଡଟ୍ କମ୍ ଏବେ ହେଲା’ଏକ୍ସ’ ଡଟ୍ କମ୍ …

 ପୂର୍ବରୁ ଥିବା ଟୁଇଟର ତାଥା ଏବେର  ‘ଏକ୍ସ’ରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ। ଏ ନେଇ ମାଲିକ ଏଲନ୍‌ ମସ୍କ କହିଛନ୍ତି। ବଦଳିଲା ‘ଏକ୍ସ’ର ଡୋମେନ୍‌ ନାମ। ପ୍ଲାଟଫର୍ମ ପୂର୍ବରୁ ଟ୍ବିଟର ଭାବରେ ଏହା ବେଶ ଜଣାଶୁଣା ଥିଲା । ଏହାର ୱେବସାଇଟ ୟୁଆରଏଲ୍‌କୁ ଟ୍ବିଟର ଡଟ କମ୍‌ରୁ ଏକ୍ସ ଡଟ୍‌ କମ୍‌କୁ ପରିବର୍ତ୍ତନ କରାଯାଇଛି। ମସ୍କକୁ ଜୁଲାଇ ୨୦୨୩ ରେ ଏହି ପ୍ଲାଟଫର୍ମକୁ ନିଜ ଅଧିନରେ ଆଣିଲା ପରେ ଏହି ପରିବର୍ତ୍ତନ ହୋଇଛି। ଏକ୍ସ ପଛରେ…

Read More