ଏଫଡ଼ିରେ ନିବେଶ କରି ପାଇପାରିବେ ତିନିଗୁଣ ଲାଭ, ୫ ଲକ୍ଷ ହୋଇଯିବ ୧୫

ଅଧିକାଂଶ ଲୋକ ଟଙ୍କା ବିନିଯୋଗ ପାଇଁ FD କୁ ସର୍ବୋତ୍ତମ ବିକଳ୍ପ ଭାବେ ବାଛିଥାନ୍ତି। କାରଣ FD ରେ ରିଟର୍ଣ୍ଣର ହାର ସ୍ଥିର ଥାଏ ଏବଂ ଏଥିରେ କୌଣସି ବିପଦ ମଧ୍ୟ ନଥାଏ| ବ୍ୟାଙ୍କଗୁଡିକ ସହିତ ଡାକଘର ମାନଙ୍କରେ ମଧ୍ୟ ଏଫଡି ସୁବିଧା ଯୋଗାଇ ଦିଆଯାଉଛି। ଏପରି ପରିସ୍ଥିତିରେ, ଆପଣ ଡାକଘର FD ରେ ଆପଣଙ୍କର ଟଙ୍କା ବିନିଯୋଗ କରି ବିପୁଳ ଲାଭ କରିପାରିବେ ।ଆଜି ଆମେ ଆପଣଙ୍କୁ କହିବୁ ଆପଣ କିପରି ଡାକଘର FD ରେ…

Read More