ଟି-୨୦ ବିଶ୍ବକପରେ ଆଜି ଟାଇଟଲ ପାଇଁ ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତ ପକ୍ଷରେ ନାହିଁ ବାର୍ବାଡୋସର ପିଚ୍ …

ଟି-୨୦ ବିଶ୍ଵକପରେ ଆଜି ଟାଇଟଲ ଲଢେଇ । ଭାରତୀୟ ସମୟ ରାତି ୮ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ୨୦୦୭ ପ୍ରଥମ ସଂସ୍କରଣ  ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଭାରତ…

Read More

ପୁଣି ରବିବାର , ପୁଣି ଭାରତ – ଅଷ୍ଟ୍ରେଲିଆ ଫାଇନାଲ ଏଥର ଜିତିବ କିଏ ?

ପୁଣି ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ଫାଇନାଲରେ ମୁହାଁ – ମୁହିଁ ହେବେ । ବରିଷ୍ଠ ଦିନିକିଆ ବିଶ୍ବକପର ପ୍ରତିଶୋଧ ନେବାର  ଭାରତ ପାଖରେ ରହିଛି ଆଉ ଏକ ସୁଯୋଗ ।  ଅଣ୍ଡର -19 କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ | ଫେବୃଆରୀ 11 ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହାପୂର୍ବରୁ ଭାରତୀୟ ଦଳ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥି ସହିତ ଅଷ୍ଟ୍ରେଲିଆ ପାକିସ୍ତାନକୁ ଗତକାଲି…

Read More

୨୦୦୩ରେ ଅଷ୍ଟ୍ରେଲିଆ ଦଳ ଯେମିତି ଥିଲା, ୨୦୨୩ରେ ଭାରତୀୟ ଦଳ ସେମିତି , ଏହା ପଛର କାରଣ ଜାଣନ୍ତୁ …

ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ସେ ୱେଷ୍ଟଇଣ୍ଡିଜ୍ କୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲେ। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏହାର ୮ ବର୍ଷ ପରେ ୨୦୧୧ରେ ଭାରତ ଫାଇନାଲରେ ପହଞ୍ଚିବା ପରେ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ ଜିତିଥିଲା। ବିଶ୍ୱକପର ଫାଇନାଲରେ ପୁଣି…

Read More