ଦିନକୁ ରଖିବେ ୩୦୦ ଟଙ୍କା , ଧିରେ ଧିରେ ବଢି ଏହା ହେବ ୫୦ ଲକ୍ଷ ଟଙ୍କା.. କେଉଁ ଯୋଜନାରେ ଏମିତି ହେଉଛି…ଜାଣନ୍ତୁ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ସହାୟତାରେ ଆପଣ ଆପଣଙ୍କ ଝିଅର ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପୂରଣ କରିପାରିବେ । ଏହି ଯୋଜନା ପିତାମାତାଙ୍କୁ ଏକ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ଦୁଇଟି ଝିଅଙ୍କ ନାମରେ ଦୁଇଟି ଖାତା ଖୋଲିବାକୁ ଅନୁମତି ଦେଇଥାଏ । କେବଳ ଯାଆଁଳା ଶିଶୁଙ୍କ କ୍ଷେତ୍ରରେ ତିନିରୁ ଅଧିକ ଖାତା ଖୋଲା ଯାଇପାରିବ । ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ରହିଥିବା ଆକାଉଣ୍ଟ ୮ ପ୍ରତିଶତ…