
ନାହିଁ ଚାକିରୀ ନାହିଁ ରୋଜଗାର, ଋଣ ମାଗିଲେ ବ୍ୟାଙ୍କ୍ ଦେଉନି, ଉଦ୍ୟୋଗୀ ମନ ଛାରଖାର
ଭୁବନେଶ୍ୱର : କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମାନବ ସମ୍ବଳର ଆବଶ୍ୟକତାକୁ ଦେଖି ପର୍ଯ୍ୟାପ୍ତ ପରିମାଣର ନିଯୁକ୍ତି ଯୋଗାଇ ପାରୁନାହାନ୍ତି। ଏହା ବିପକ୍ଷରେ ଉଦ୍ୟୋଗ ପ୍ରୋତ୍ସାହନ ପାଇଁ ଆସୁଥିବା ଋଣ ପ୍ରଦାନ ବ୍ୟବସ୍ଥା ମଧ୍ୟ କରୁନାହାନ୍ତି। କୌଣସି ଉଦ୍ୟୋଗୀ ତଥା କ୍ଷୁଦ୍ର ବ୍ୟବସାୟୀ ଋଣ ପାଇଁ ବ୍ୟାଙ୍କ୍ ଗୁଡ଼ିକର ଦ୍ୱାରସ୍ଥ ହେଉଛନ୍ତି। ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଲୋକଙ୍କ ଋଣ ଆବେଦନପତ୍ର ମଧ୍ୟରୁ ଅଧିକାଂଶକୁ ନାକଚ କରିଦେଉଛନ୍ତି । ଏହି ନାକଚ ସଂଖ୍ୟାର ପରିସଂଖ୍ୟନ ନେଇ ରାଜ୍ୟ…