ଗାନ୍ଧୀ ବିଚାର ଏକ ଅଲିଭା ଦୀପଶିଖା
ଭୁବନେଶ୍ୱର: (ପ୍ରହଲାଦ କୁମାର ସିଂହ): -‘ମୁଁ ଓ ଅନ୍ୟମାନେ ବିପ୍ଲବୀ ହୋଇପାରୁ; କିନ୍ତୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆମେମାନେ ହେଉଛୁ ମହାତ୍ମା ଗାନ୍ଧୀଙ୍କ ଶିଷ୍ୟ’ – ମହାନ ବିପ୍ଲବୀ ତଥା ଭିଏତନାମର ଦୀର୍ଘବର୍ଷ ଧରି ରାଷ୍ଟ୍ରପତି ଥିବା ହୋ ଚି ମିନ୍ଙ୍କର ଏହା ହେଉଛି ଉଦ୍ଘୋଷଣା । ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ପ୍ରଭାବରେ ଦେଶ ବିଦେଶର ବହୁ ବ୍ୟକ୍ତି ଆକର୍ଷିତ ହୋଇଛନ୍ତି । ତାଙ୍କ ପଥରେ ଚାଲି ମାର୍ଟିନ୍ ଲୁଥର କିଙ୍ଗ୍, ନେଲସନ୍ ମଣ୍ଡେଲା, ଅଙ୍ଗ…
