ଗୌତମ ଆଦାନୀ କଲେ ୪୨୬ କୋଟି ଟଙ୍କାର ବଡ଼ ସପିଂ, କିଣିଲେ ଏହି ସିମେଣ୍ଟ କମ୍ଫାନୀ …
ସୁପ୍ରିମ୍ କୋର୍ଟରୁ ବଡ଼ ଆଶ୍ୱସ୍ତି ପାଇବା ପରେ ଗୌତମ ଆଦାନୀ ଆକ୍ସନ ମୁଡରେ ଅଛନ୍ତି। ଆଦାନୀ ଗ୍ରୁପ୍ ମାଲିକାନାରେ ଥିବା ଏସିସି ଲିମିଟେଡ୍ ସୋମବାର ଏସିଆନ୍ କଂକ୍ରିଟ୍ସ ଆଣ୍ଡ ସିମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ରର ଅବଶିଷ୍ଟ ୫୫% ଅଂଶୀଦାର ଅଧିଗ୍ରହଣ କରିବାକୁ ଘୋଷଣା କରିଛି। ଏହି ଅଂଶଧନର ମୂଲ୍ୟ ୪୨୫.୯୬ କୋଟି ଟଙ୍କା ରହିଛି। ତେବେ ପୂର୍ବରୁ ୪୫ ପ୍ରତିଶତ ଅଂଶୀଦାର ଏସିସି ପାଖରେ ରହିଥିଲା । ସେଥିପାଇଁ ଏବେ ଏସିସି ପାଖରେ ଏସିସିପିଏଲର ଶତ ପ୍ରତିଶତ ଅଂଶୀଦାର…