୧ ଏପ୍ରିଲରୁ ଏହି ମୋବାଇଲ ନମ୍ବରରେ କାମ କରିବନି UPI,ମାର୍ଚ୍ଚ ୩୧ ସୁଦ୍ଧା ଏହାକୁ ହଟାଇ ଦେବ ବ୍ୟାଙ୍କ

ନୂଆଦିଲ୍ଲୀ: ୟୁପିଆଇ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଯଦି ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ଆପଣଙ୍କର ମୋବାଇଲ୍ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛି, ତେବେ ଏହାକୁ ତୁରନ୍ତ ସକ୍ରିୟ କରନ୍ତୁ। ଯଦି ଆପଣ ଏହା ନକରନ୍ତି, ତେବେ ଆପଣ ଏପ୍ରିଲ ୧ ରୁ ୟୁପିଆଇ ବ୍ୟବହାର କରିପାରିବେ ନାହିଁ। ବାସ୍ତବରେ, ଠକେଇକୁ ରୋକିବା ପାଇଁ, ୧ ଏପ୍ରିଲରୁ UPI ପେମେଣ୍ଟ ସେବା ସହିତ ଜଡିତ ଏକ ନୂତନ ନିୟମ…

Read More

ଛୋଟ କାରବାର ପାଇଁ UPI ରେ ପେମେଣ୍ଟ କରୁଛନ୍ତି କି? ଆଉ କରନ୍ତୁ ନାହିଁ, wallet ଦେବ ଆପଣଙ୍କୁ ଅଧିକ ଲାଭ

ପ୍ରତିଦିନ ପେମେଣ୍ଟ ପାଇଁ ଆପଣ UPI କିମ୍ବା UPI ୱାଲେଟ୍ ମଧ୍ୟରୁ କାହାର ବ୍ୟବହାର କରନ୍ତି ? ସମ୍ଭବତ ଆପଣ UPI ର ବ୍ୟବହାର ଅଧିକ କରୁଥିବେ କରିବେ ।କିନ୍ତୁ, ବିଶେଷଜ୍ଞମାନଙ୍କ ମତ ଅନୁସାରେ କ୍ଷୀର, ପନିପରିବା, ଫଳ କିଣିବା ସମୟରେ ପେମେଣ୍ଟ ପାଇଁ UPI ୱାଲେଟ୍ ବ୍ୟବହାର କରିବା ଲାଭଦାୟକ ଏବଂ ନିରାପଦ ଅଟେ ।ଏହା କାହିଁକି  ତାହା ବୁଝିବାକୁ ହେଲେ ଆମକୁ ପ୍ରଥମେ UPI ଏବଂ UPI ୱାଲେଟ୍ ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡିବ।…

Read More