ଭାଇରାଲ ହେଲା ନବ ଦାସଙ୍କ ଓପିଡି ରେଫରାଲ ଟିକେଟ୍, ଅତି ସଙ୍କଟାପନ୍ନ ଥିଲା ଅବସ୍ଥା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କର ମୃତ୍ୟୁକୁ ଦୁଇଶହରୁ ଅଧିକ ଦିନ ହେଲାଣି। ତାଙ୍କ ସ୍ଥାନରେ ତାଙ୍କ ଝି ଦୀପାଳୀ ଦାସ ସେଠାରୁ ଉପନିର୍ବାଚନ ଜିତି ବିଧାୟିକା ହୋଇସାରିଲେଣି। ସେହିପରି ପୁଅ ବିଶାଳ ଦାସ ଅବିଭକ୍ତ ସମ୍ବଲପୁର ରାଜନୀତିରେ ସକ୍ରିୟ ହେଲେଣି। ହେଲେ କ୍ରାଇବବ୍ରାଞ୍ଚ ତଦନ୍ତ ଜାରି ରହିଥିବା ବେଳେ ନୂଆ ତଥ୍ୟ ପ୍ରସଙ୍ଗ ପଦାକୁ ଆସିଛି। ଯାହାକୁ ନେଇ ଟର୍ଚ୍ଚା ଜୋର ଧରିଛି। ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି…

Read More

କୋର୍ଟରେ ଚିଲ୍ଲେଇ ଚିଲ୍ଲେଇ କ’ଣ କହିଲା ନବ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡ଼ା : ହଁ..ହଁ …ମୁଁ ଗୋପାଳ ଦାସ… ମୁଁ ହିଁ …ମନ୍ତ୍ରୀ ନବ ଦାସକୁ ମାରିଛି। ଆଜି ଏମିତି କିଛି ଚିଲ୍ଲେଇଥିଲା କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ। ଗୋପାଳକୁ ନେଇ କୋର୍ଟର ଏକାଧିକ ରୋଚକ ବିଷୟ ସବୁ ଦେଥିବାକୁ ମିଳିଥିଲା।  ଝାରସୁଗୁଡା ଜିଲ୍ଲା ସେସନ୍ସ କୋର୍ଟରେ ପୁଲିସ୍ ହାଜର କରିବା ପରେ ଗୋପାଳର ବୟାନ ଉପରେ ସମସ୍ତଙ୍କ ନଜର ରହିଥିଲା। ସେ ତାହାର ବୟାନ ଦେଲା। ତାର ପକ୍ଷ ରଖିବା ପାଇଁ ସେ ଓକିଲ ଦେବ ବୋଲି…

Read More

ଆକ୍ରୋଶ ରଖି ନବଙ୍କୁ ମାରିଥିଲା ଗୋପାଳ, ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ରଖିଲା ମତ

ଭୁବନେଶ୍ୱର : କୌଣସି ରାଜନୈତିକ କାରଣ ନୁହଁ। କିମ୍ବା କୋଇଲା ବେପାର ନୁହଁ।  ବରଂ ବ୍ୟକ୍ତିଗତ ଆକ୍ରୋଶ ରଖି ହିଁ ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରାଯାଇଛି। ଏକଥା ଆମେ କହୁନାହୁଁ। ଏ କଥା ଓଡ଼ିଶା ପୁଲିସ୍ ପକ୍ଷରୁ କୁହାଯାଇଛି। କ୍ରାଇମବ୍ରାଞ୍ଚ ଦୀର୍ଘଦିନ ପରେ ଏହି ହାଇଫ୍ରୋପାଇଲ ମର୍ଡର କେସରେ ଚାର୍ଜସିଟ୍ ଦାଖଲ କରିଛି । ନବ ହତ୍ୟାର ପ୍ରାୟ ୧୧୮ ଦିନ ପରେ ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ  ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହା…

Read More