ଧାମରା ପରେ ଗୋପାଳପୁର ବନ୍ଦରକୁ ନିଜ ନାମରେ କରିବେ କି ଆଦାନି ?

ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଥିବା ଭାରତର ବ୍ୟବସାୟୀ  ଗୌତମ ଆଦାନି ଗ୍ରୁପ୍ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୌତମ ଆଦାନୀ ଗ୍ରୁପର ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ ଓଡ଼ିଶାର ଗୋପାଳପୁରସ୍ଥିତ ଶାପୁରଜୀ ପାଲୋଞ୍ଜି ଗ୍ରୁପର ଗୋପାଳପୁର ବନ୍ଦରକୁ ୧୧୦୦ରୁ ୧୨୦୦ କୋଟି ଟଙ୍କାରେ କିଣିବାର ପ୍ରସ୍ତାବ ଦେଇଛି । ଆଦାନୀ ପୋର୍ଟସ ହେଉଛି ଭାରତର ସବୁଠାରୁ ବଡ ସାମୁଦ୍ରିକ କମ୍ପାନୀ । ଆଦାନୀ ପୋର୍ଟସର ବଜାର ସୀମା ୨.୨୩…

Read More