
ଅଦାନିଙ୍କ ହାତକୁ ଆସିଲା ଆଏଏନଏସ୍ ନ୍ୟୁଜ ଏଜେନ୍ସି , ମିଡିଆ ସେକ୍ଟରରେ ମୁହାଁ-ମୁହିଁ ହେଲେ ଅମ୍ବାନି ଓ ଅଦାନି
ଭାରତୀୟ ମିଡ଼ିଆ ଜଗତରେ ଅଦାନୀ ଗ୍ରୁପର ଦବଦବା ଦିନକୁ ଦିନ ବଢିବାରେ ଲାଗିଛି । ନ୍ୟୁଜ ଏଜେନ୍ସି ଆଏଏନଏସରେ (IANS)ରେ ଅଦାନି ଗ୍ରୁପର ଭାଗ ୭୬ ପ୍ରତିଶତରେ ପହଁଞ୍ଚିଛି । ବୁଧବାର ଦିନ କମ୍ପାନୀ ଆଏଏନଏସ ମିଡିଆକୁ ୫କୋଟି ଟଙ୍କା ଦେଇ ତାର ଫ୍ରେସ ସେୟାର କିଣିଛି । ଏହାଦ୍ବାର ଏବେ ନ୍ୟୁଜ୍ ଏଜେନ୍ସିରେ ଏଏମଜି(AMG )ର ଅଂଶଧନ ବର୍ତ୍ତମାନ ୫୦.୫ ପ୍ରତିଶତରୁ ୭୬ ପ୍ରତିଶତକୁ ବୃଦ୍ଧି ପାଇଛି | ଏହାପୂର୍ବରୁ, ଏଏମଜି(AMG) ମଧ୍ୟ NDTV ଗ୍ରୁପରକୁ…