ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ବଳବତ୍ତର, ସୁପ୍ରିମକୋର୍ଟ ପାଇଁ ରହିଛି ବିକଳ୍ପ
ଗାନ୍ଧୀ ନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ନାଁର ହୋଇଥିବା ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଶ୍ରୀ ଗାନ୍ଧୀଙ୍କ ବିପକ୍ଷରେ ସେସନ୍ କୋର୍ଟ ଦେଇଥିବା ପୂର୍ବ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ସେସନ୍ କୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ଶ୍ରୀ ଗାନ୍ଧୀ ଦାଖଲ କରିଥିବା ‘ରିଭ୍ୟୁ ପିଟିସନ୍’କୁ ଖାରଜ କରି ସେହି ରାୟ ଉପରେ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୁଜରାଟ ହାଇକୋର୍ଟ…