
ଯାତ୍ରା ଦୁନିଆ କଥା: କମିଟି, ରେକର୍ଡ ଡାନ୍ସ ଓ ଆମେ
ଭୁବନେଶ୍ୱର: (ହର ପ୍ରସାଦ ବାରିକ)- ଯାତ୍ରା ଯେତେବେଳେ ତୀବ୍ର ବ୍ୟବସାୟିକ ପ୍ରତିଯୋଗିତାକୁ ସାମ୍ନା କଲା, ସେତେବେଳେ ଧୀରେ ଧୀରେ କମିଟିର ଅକ୍ତିଆରକୁ ଚାଲିଗଲା | କମିଟି ଖୋଜିଲା କାହା ରେକର୍ଡ ଡ୍ୟାନ୍ସ ଭଲ, ମାଲିକ ତତ୍ପର ହେଲେ | ଟିପିଟିପି ବର୍ଷା ପାଣି ଗୀତ,ମଟର ଲାଗି ପାଣି ପଡିବ ପିଲା ଓଦା ହେବେ | ହିରୋ ବା ହିରୋଇନ ଅସୁସ୍ଥ ନାଟ କେମିତି ହେବ, ଯେତିକି ବ୍ୟସ୍ତ ନୁହେଁ ମଟର ଖରାପ ଟିପି ଟିପି ବର୍ଷା ପାଣି…