
ଓକିଲଙ୍କ ବଦଳରେ ଓକିଲ: ପୁରୀ ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ଏଜି ଅଶୋକ ପରିଜା !
ଭୁବନେଶ୍ୱର : ପୁରୀ ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇ ପାରନ୍ତି ବର୍ତ୍ତମାନର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା। ପିନାକୀ ମିଶ୍ରଙ୍କ ପରିବର୍ତ୍ତେ ଅଶୋକ ପରିଜାଙ୍କ ପ୍ରାର୍ଥୀତ୍ୱ ନେଇ ଚର୍ଚ୍ଚା ପାଓ୍ୱାର କରିଡ଼ରରେ ଜୋର ଧରିଛି। ଶାସକ ଦଳରେ ପରିଚିତ ସହ ଓକିଲମାନଙ୍କ ମଧ୍ୟରେ ଶ୍ରୀ ପରିଜାଙ୍କ ଲୋକପ୍ରିୟତା ରହିଛି। ସାଧାରଣ ଲୋକଙ୍କ ସହ ଏତେଟା ସମ୍ପର୍କ ନ ଥିଲେ ବି ଆର୍ଥିକ ଭାବେ ସ୍ୱଚ୍ଛଳ ଥିବାରୁ ତାଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରୀ ଲୋକସଭା…