ଅଗ୍ନିଶମ ବିଭାଗରେ ବାହାରିଲା ୯୪୧ ପଦବୀ ; ଜାଣନ୍ତୁ କେମିତି କରିବେ ଆବେଦନ …

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ୯୪୧ଟି ପଦବୀ ପାଇଁ ନିଯୁକ୍ତି ପାଇଁ ବିଞ୍ଜପ୍ତି ପ୍ରକାଶ ପାଇଛି । ଏହି ସଂସ୍ଥାରେ ଚାକିରି କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କୁ  ଫାୟାରମ୍ୟାନ ଓ ଡ୍ରାଇଭର ପଦବୀରେ ନିଯୁକ୍ତି ମିଳିବ। ତେବେ ଏହି ସବୁ ନିଯୁକ୍ତି ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଛି । ଏହି ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତେବେ ରାଜ୍ୟ ଅଗ୍ନିସମ…

Read More