
କାହା ହାତରେ ସଞ୍ଚୟ ପାଇଁ ରହୁନି ଟଙ୍କା, ହେଲେ ଖର୍ଚ୍ଚ ବଢି ଚାଲିଛି
ନୂଆଦିଲ୍ଲୀ : ଦେଶରେ ନଗଦ ପାରିବାରିକ ସଂଚୟ ଗତ ପ୍ରାୟ ୫୦ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନଗଦ ପାରିବାରିକ ସଂଚୟ ଜିଡିପିର ୭.୨ % ଥିଲା। କିନ୍ତୁ ୨୦୨୨-୨୩ରେ ଏହା ଜିଡିପିର ୫.୧ %କୁ ହ୍ରାସ ପାଇଛି। ଦୁଇଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା କୁହାଯାଇଛି। ଏଥିରୁ ସ୍ପଷ୍ଟ ଯେ, ଗୋଟିଏ ପଟେ ଲୋକଙ୍କ ଆୟ ହ୍ରାସ ପାଇଛି ଅନ୍ୟପଟେ ଖର୍ଚ୍ଚ ବଢ଼ିଛି। କେବଳ ପାରିବାରିକ ସଞ୍ଚୟ ହ୍ରାସ…