ହ୍ରାସ ପାଇବ ଗ୍ରାମୀଣ-ସହର ଭିତ୍ତିଭୂମି ପାର୍ଥକ୍ୟ, ନୂତନ ଯୋଜନା ଆଣିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ସହରଗୁଡିକ ସହିତ ଲାଗିଥିବା ଗ୍ରାମୀଣ ଅଞ୍ଚଳଗୁଡିକର ଦ୍ରୁତ ଅଭିବୃଦ୍ଧି ଜନିତ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରାଯିବ। ସହର ଓ ଗ୍ରାମାଞ୍ଚଳରେ ଥିବା ତାରତମ୍ୟକୁ ହ୍ରାସ କରି ସମସ୍ତ ନାଗରିକମାନଙ୍କୁ ସହରୀ ଭିତ୍ତିଭୂମି ଏବଂ ସେବା  ଯୋଗାଇବ ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି” କୁ ଅନୁମୋଦନ କରିଛନ୍ତି। ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଉଭା ହୋଇଛି ।…

Read More