
ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ
୯୩ % ମୋଟ୍ ପାସ୍ ହାର୯୬ % ପାସ୍ ହାରରେ ଆଗୁଆ ଛାତ୍ରୀମେ ୧୪ ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଭୁବନେଶ୍ବର (ତା୦୨/୦୫ ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଅନ୍ୟ ବର୍ଷ ପରି ଏବର୍ଷ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ୯୬% ହାରରେ ଛାତ୍ରୀମାନେ ଆଗୁଆ ଅଛନ୍ତି । ରାଜ୍ୟରେ ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ରେଗୁଲାର୍ ଛାତ୍ରଛାତ୍ରୀ…