IND vs NZ Final: ଦୁବାଇ ଗ୍ରାଉଣ୍ଡରେ ଟସ୍ କେତେ ଗୁରୁତ୍ୱପୂର୍ଣ୍ଣ, ଗତ ୧୦ଟି ମ୍ୟାଚର ପରିସଂଖ୍ୟାନ ଦେଉଛି ଏହାର ପ୍ରମାଣ ।

ଦୁବାଇ: ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ୯ ମାର୍ଚ୍ଚରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ଥିବାବେଳେ, ନ୍ୟୁଜିଲାଣ୍ଡ ଦଳକୁ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ୍‌ରେ କେବଳ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏପରି ପରିସ୍ଥିତିରେ, ଏହି ମ୍ୟାଚ୍‌ରେ ଉଭୟ ଦଳର ଫର୍ମକୁ ଦେଖି, ପ୍ରଶଂସକମାନଙ୍କ ଉତ୍ସାହ ପରିଲକ୍ଷିତ ହେଉଛି । ଦୁବାଇ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ର…

Read More

ପୁଣି ଅପମାନିତ ପାକିସ୍ତାନ, ଆୟୋଜକ ଦେଶଠାରୁ ଚାମ୍ପିଅନ୍ସ ଟ୍ରଫି ଛଡ଼ାଇ ନେଲା ଭାରତ ଓ ବିସିସିଆଇ…

ଦୁବାଇ:ଅପମାନିତ ହେବା ପାକିସ୍ତାନ ପାଇଁ କିଛି ନୂଆ କଥା ନୁହେଁ। ଏବେ କ୍ରିକେଟ୍ ପଡ଼ିଆରେ ମଧ୍ୟ ସମାନ ଘଟଣା ଘଟିଵାକୁ ଯାଉଛି ବହୁତ କଷ୍ଟରେ, ପ୍ରାୟ ୨୯ ବର୍ଷ ପରେ, ପାକିସ୍ତାନକୁ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା ।  କ୍ରିକେଟ ଜଗତର ସବୁଠାରୁ ବଡ଼ ମ୍ୟାଚ୍, ଭାରତ ବନାମ ପାକିସ୍ତାନ, ଦୁବାଇରେ ଖେଳାଯାଇଥିଲା ଏବଂ ଏହା ପରେ, ସବୁଠାରୁ ବଡ଼ ମ୍ୟାଚ୍, ଭାରତ ବନାମ ଅଷ୍ଟ୍ରେଲିଆ, ମଧ୍ୟ ପାକିସ୍ତାନରେ ଅନୁଷ୍ଠିତ ହୋଇପାରିଲା ନାହିଁ।…

Read More

IND vs AUS: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂର ନିଷ୍ପତି, ଭାରତୀୟ ଦଳରେ ସାମିଲ୍ ହେଲେ ବରୁଣ ଚକ୍ରବର୍ତ୍ତୀ

ଦୁବାଇ:ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ବନାମ ଅଷ୍ଟ୍ରେଲିଆ ଆଜି ଦୁବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା  ନ୍ୟୁଜିଲାଣ୍ଡକୁ ଭେଟିବ। ଗୋଟିଏ ପଟେ, ଟିମ୍ ଇଣ୍ଡିଆ ତା’ର ତିନୋଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ, ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କ ପରି ପ୍ରମୁଖ ବୋଲରଙ୍କ ଅନୁପସ୍ଥିତି ସତ୍ତ୍ୱେ ଅଷ୍ଟ୍ରେଲିଆ ଦୃଢ଼ ଭାବରେ ସେମିଫାଇନାଲରେ ପ୍ରବେଶ କରିଥିଲା। ତେବେ ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍…

Read More

ପୁଣି ପାକିସ୍ତାନରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ?

ପାକିସ୍ତାନ: ୨୪ ଫେବୃଆରୀରେ ପାକିସ୍ତାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ   ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ଷଷ୍ଠ ମ୍ୟାଚ୍‌ରେ, ଖେଳାଳିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ତ୍ରୁଟି ଦେଖାଯାଇଥିଲା। ଏହି ମ୍ୟାଚ୍‌ରେ, ଯେତେବେଳେ ନ୍ୟୁଜିଲାଣ୍ଡ ଦଳ ଟାର୍ଗେଟର ପିଛା କରୁଥିଲା, ଜଣେ ଦର୍ଶକ ହଠାତ୍ ହାତରେ ଏକ ପୋଷ୍ଟର ଧରି ପିଚ୍‌ରେ ପହଞ୍ଚିଗଲେ। ଏହି ଅଜବ ଘଟଣା ପରେ, ପଡ଼ିଆରେ ଉପସ୍ଥିତ ସମସ୍ତ ଖେଳାଳି ଟିକେ ନର୍ଭସ ହୋଇଗଲେ ଏବଂ ଏହି ଘଟଣା ପରେ…

Read More

ରୋହିତ କୋହଲିଙ୍କ ପାଇଁ ଚମ୍ପିୟାନ ଟ୍ରଫି ହେବ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ଏବେ ସଂକଟରେ। ବିଶେଷକରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କର ଖରାପ ପ୍ରଦର୍ଶନ ହେତୁ ସେ ସାରା ବିଶ୍ୱରୁ ସମାଲୋଚନା ଛଡା ଆଉ କିଛି ପାଇ ନାହାଁନ୍ତି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ- ୮ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଏହି ଆଇସିସି ଟୁର୍ନାମେଣ୍ଟ ଫେବୃଆରୀ ୧୯ ରୁ ଆରମ୍ଭ ହେବ, ଯେଉଁଥିପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ…

Read More