
୨୦୨୫ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଆଉ କେବେ ଆୟୋଜନ କରିଥିଲା ଆଇସିସି ଟୁର୍ନାମେଣ୍ଟ ? ଜାଣନ୍ତୁ
ନୂଆଦିଲ୍ଲୀ : ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପାକିସ୍ତାନ ଏହି ମେଗା ଟୁର୍ନାମେଣ୍ଟର ଆୟୋଜଗ କିନ୍ତୁ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ ହାଇବ୍ରିଡ଼ ମଡେଲରେ ଦୁବାଇରେ ଖେଳାଯିବ। ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା, ଯେଉଁଥିପାଇଁ ଦୁବାଇକୁ ନିରପେକ୍ଷ ସ୍ଥାନ ଭାବରେ ଚୟନ କରାଯାଇଛି । ଦୀର୍ଘ ସମୟ ପରେ ପାକିସ୍ତାନ କୌଣସି ଆଇସିସି ଇଭେଣ୍ଟର ହୋଷ୍ଟିଂ ଅଧିକାର ପାଇଛି।…