
ଅନଲାଇନରେ କେମିତି ଦାଖଲ କରିବେ ଆୟକର , ବିଳମ୍ବରେ ଦାଖଲ କଲେ କେତେ ରହିଛି ଜରିମାନା ଜାଣନ୍ତୁ ……
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଇଟିଆର ଦାଖଲ କରିବାର ଶେଷ ତାରିଖ ପାଖେଇ ଆସିଲାଣି | ଆୟକର ବିଭାଗ ଅନୁଯାୟୀ, ଯେଉଁ ନାଗରିକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ ବା ତାଠାରୁ ଅଧିକ, ସେ ଆଇଟିଆର ଦାଖଲ କରିବା ଜରୁରୀ | ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ଭାବେ ସ୍ଥିର କରାଯାଇଛି। ଯଦି ଆପଣ ଆଇଟିଆର ( ITR )ଦାଖଲ କରିବାରେ ବିଳମ୍ବ ହୁଅନ୍ତି , ତେବେ ଆପଣଙ୍କୁ ଜରିମାନା…