
Virat Kohli Record ; କୋହଲି ଆଉ ଏକ ବିରାଟ ରେକର୍ଡରୁ ମାତ୍ର ୬ ରନ ପଛରେ , ସେପଟେ କ୍ଲିନ୍ ସୁଇପ ଲକ୍ଷରେ ଟିମ୍ ଇଣ୍ଡିଆ …
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ବୁଧବାର ବେଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚରେ ବିରାଟ କୋହଲି ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିପାରନ୍ତି। କୋହଲିଙ୍କ ପାଖରେ ଟି -୨୦ ରେ ୧୨ ହଜାର ରନ୍ ପୂରଣ କରିବାର ସୁଯୋଗ ରହିଛି | ଏଥିପାଇଁ ତାଙ୍କୁ ମାତ୍ର ଆଉ ୬ ରନର ଆବଶ୍ୟକତା ରହିଛି | ଟି -୨୦ କ୍ରିକେଟରେ ସର୍ବାଧିକ ରନ୍ କରିବାର ରେକର୍ଡ କ୍ରିସ୍…