IND vs AUS: ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂର ନିଷ୍ପତି, ଭାରତୀୟ ଦଳରେ ସାମିଲ୍ ହେଲେ ବରୁଣ ଚକ୍ରବର୍ତ୍ତୀ

ଦୁବାଇ:ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ବନାମ ଅଷ୍ଟ୍ରେଲିଆ ଆଜି ଦୁବାଇରେ ଖେଳାଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା  ନ୍ୟୁଜିଲାଣ୍ଡକୁ ଭେଟିବ। ଗୋଟିଏ ପଟେ, ଟିମ୍ ଇଣ୍ଡିଆ ତା’ର ତିନୋଟି ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ, ପ୍ୟାଟ୍ କମିନ୍ସ ଏବଂ ମିଚେଲ ଷ୍ଟାର୍କଙ୍କ ପରି ପ୍ରମୁଖ ବୋଲରଙ୍କ ଅନୁପସ୍ଥିତି ସତ୍ତ୍ୱେ ଅଷ୍ଟ୍ରେଲିଆ ଦୃଢ଼ ଭାବରେ ସେମିଫାଇନାଲରେ ପ୍ରବେଶ କରିଥିଲା। ତେବେ ଆଜିର ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ୍…

Read More

ବୁମରାଙ୍କ ସହ ୧୮୫ ରନ୍ ଏବଂ ବୁମ୍ରାଙ୍କ ବିନା ୨୦୦

ଅଷ୍ଟ୍ରେଲିଆ : ସିଡନୀରେ ଟିମ୍ ଇଣ୍ଡିଆର ଅବସ୍ଥା ଖରାପ, କିନ୍ତୁ ବିଶେଷଜ୍ଞଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମ ଇନିଂସରେ ୪ ରନ୍ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୪୧ ରନରେ ୬ ୱିକେଟ୍ ହରାଇଛି । ଭାରତର ଅଗ୍ରଣୀ ହେଉଛି ୧୪୫ ରନ୍। ଏଥିରୁ ଜଣାପଡୁଛି ଯେ ଏହି ଟେଷ୍ଟ ଅଷ୍ଟ୍ରେଲିଆର ମୁଠି ଧିରେ ଧିରେ ଶକ୍ତ ହେବାରେ ଲାଗିଛି , କିନ୍ତୁ ପୂର୍ବତନ କ୍ରିକେଟରମାନେ ବିଶ୍ବାସ କରୁଛନ୍ତି ଯେ…

Read More

IND vs AUS : ବୁମରା,ଆକାଶଙ୍କ ପାଇଁ ବଂଚିଗଲା ଭାରତ, ଆସନ୍ତାକାଲି ଗାବାରେ କେମିତି ରହିବ ପାଣିପାଗ?

ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ବର୍ତ୍ତମାନ ଏକ ରିମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ ଦଳ ଏହି ମ୍ୟାଚ୍ ଜିତିବାକୁ ସକ୍ଷମ ହେବାର ବହୁତ କମ୍ ସମ୍ଭାବନା ଅଛି, କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ବିଜୟ କଷ୍ଟସାଧ୍ୟ ମନେହେଉଛି | ତେବେ ମ୍ୟାଚର ଶେଷ ଦିନ ଉପରେ ଏବେ ସମସ୍ତଙ୍କ ନିଜର। ବୁଧବାର ଦିନ ଗାବାରେ ପାଣିପାଗ କେମିତି ରହିବ ତାହା ଜାଣିବା ପାଇଁ କ୍ରୀଡା ପ୍ରେମୀ ବ୍ୟାକୁଳ। କାରଣ ମ୍ୟାଚର…

Read More

ଏକ ବଡ ରେକର୍ଡରୁ ଆଉ ମାତ୍ର ଗୋଟିଏ ୱିକେଟ ପଛରେ ଅଛନ୍ତି ଉପ-ଅଧିନାୟକ ବୁମ୍ରା

ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ  ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେତୁ ବୁମରାଙ୍କୁ ଅଧିନାୟକତ୍ୱ କରିବାକୁ ପଡ଼ିଥିଲା। ଅଧିନାୟକତ୍ୱ ମଙ୍ଗ ସମ୍ଭାଳିବା ସହିତ ବୁମରା ମଧ୍ୟ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ରେ କାଙ୍ଗାରୁ ଦଳକୁ ୨୯୫ ରନରେ ପରାସ୍ତ କରିଥିଲେ। ଡିସେମ୍ବର ୬ ରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ।…

Read More

BGT 2024: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ପାଇଁ ବିଶ୍ଵର ନାମିଦାମୀ ଅମ୍ପାୟାର ଚୟନ, ତାଲିକାରେ ରହିଛି ବଡ ବଡ ନାମ

ପର୍ଥ;ବୋର୍ଡର ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବ | ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ଦୁଇ ଦଳ ମଧ୍ୟରୁ ଯିଏ ସିରିଜ୍ ଜିତିବ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବ | ଯେତେବେଳେ ଏକ ସିରିଜର ଗୁରୁତ୍ଵ ବଢିଯାଏ ତେବେ ଅମ୍ପାୟାରମାନେ ମଧ୍ୟ ସଠିକ୍ ନିଷ୍ପତ୍ତି ନେବା ଭାର ବଢ଼ିଥାଏ | ତେବେ ଆସନ୍ତୁ ଜାଣିବା ପ୍ରଥମ…

Read More

୨୦୦୩ରେ ଅଷ୍ଟ୍ରେଲିଆ ଦଳ ଯେମିତି ଥିଲା, ୨୦୨୩ରେ ଭାରତୀୟ ଦଳ ସେମିତି , ଏହା ପଛର କାରଣ ଜାଣନ୍ତୁ …

ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ସେ ୱେଷ୍ଟଇଣ୍ଡିଜ୍ କୁ ହରାଇ ପ୍ରଥମ ଥର ପାଇଁ ଟାଇଟଲ ଜିତିଥିଲେ। ୨୦୦୩ରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେତେବେଳେ ସୌରଭ ଗାଙ୍ଗୁଲି ଅଧିନାୟକ ଥିଲେ। ଏହାର ୮ ବର୍ଷ ପରେ ୨୦୧୧ରେ ଭାରତ ଫାଇନାଲରେ ପହଞ୍ଚିବା ପରେ ଶ୍ରୀଲଙ୍କାକୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ ଜିତିଥିଲା। ବିଶ୍ୱକପର ଫାଇନାଲରେ ପୁଣି…

Read More