ଆଜି ଭାରତ – ବାଂଲାଦେଶ ମୁକାବିଲା, ଜାଣନ୍ତୁ ଟି -୨୦ ବିଶ୍ଵକପରେ କିଏ କାହାକୁ କେତେ ଥର ହରାଇଛି…
ଚଳିତ ଟି-୨୦ ବିଶ୍ୱକପ ର ସୁପର-୮ ଗ୍ରୁପ-ଏ ରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ ସଂଧ୍ୟା 8 ରେ ଖେଳାଯିବ। ଭାରତ ଆଜିର ମ୍ୟାଚକୁ ଜିତି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ଉଦ୍ୟମ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ବ୍ୟାଟିଂ…