ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ୟ ମ୍ୟାଚ୍ ଜାଣନ୍ତୁ କେମିତି ଖେଳିବ ପିଚ୍

ଆଜି ତୃତୀୟ ଟି -୨୦  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ | ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ରାତି ୮.୩୦ ରେ ଆରମ୍ଭ ହେବ | ମ୍ୟାଚର ଟସ୍ ୮ଟା ସମୟରେ ହେବ | ଚାରୋଟି ମ୍ୟାଚ୍ ର ଏହି ସିରିଜ୍ ୧-୧ ରେ ସମାନ ରହିଛି  | ଏଭଳି ପରିସ୍ଥିତିରେ ଆଜିର ବିଜୟୀ ଦଳ ସିରିଜର ପରାଜୟକୁ ଏଡେଇବାରେ ସଫଳ ହେବ…

Read More

ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚରେ ଡେବ୍ୟୁ କରିପାରନ୍ତି ଏହି ଦୁଇ ଭାରତୀୟ ଖେଳାଳି

ଡର୍ବାନ: ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍  ଆଜି ଖେଳାଯିବ | ଏହି ମ୍ୟାଚ୍ ଡର୍ବାନର କିଙ୍ଗସ୍ମିଡ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ | ମ୍ୟାଚ୍ ଭାରତୀୟ ସମୟ ରାତି ୮.୩୦ ରୁ ଖେଳାଯିବ | ତାର ୩୦ ମିନିଟ ପୂର୍ବରୁ ଟସ୍ ପଡ଼ିବ। ଭାରତ ବିଶ୍ଵକପ ଜିତି ସାରିବା ପରେ ଅଧିନାୟକ ଦାୟିତ୍ବ ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ରହିଛି ।  ଯିଏ ଏହି…

Read More