India-Maldives Controversy ; ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟୁରିଜିମ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଆସିଲା ଏମିତି କିଛି ବୟାନ …

ମାଳଦ୍ୱୀପର କିଛି ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ପରେ ମାଳଦ୍ୱୀପ ଆସୋସିଏସନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି ପକ୍ଷରୁ ବୟାନ ଆସିଛି  । ଏଭଳି ଅପମାନଜନକ ମନ୍ତବ୍ୟକୁ ସେ ଦୃଢ଼ ନିନ୍ଦା କରିଛନ୍ତି ବୋଲି ଆସୋସିଏସନ କହିଛି। ମାଳଦ୍ୱୀପ ଇତିହାସରେ ଭାରତ ସବୁବେଳେ ଅସୁବିଧା ସମୟରେ ଆଗେଇ ଆସିଥାଏ ବୋଲି ଆସେସିଏସନ କହିଛି। (MATI) ଏହାର ସରକାରୀ ବିବୃତିରେ କହିଛି ଯେ ନରେନ୍ଦ୍ର ମୋଦୀ ଏବଂ ଭାରତବାସୀଙ୍କ…

Read More