ଆମେରିକାରେ ଖେଳିବେ ଭାରତ – ପାକିସ୍ତାନର ଖେଳାଳି , ଜାଣନ୍ତୁ କେବେ ହେବ ଏହି ମ୍ୟାଚ୍ …

ଭୁବନେଶ୍ବର ; କ୍ରିକେଟ ପ୍ରେମୀମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍ କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ପ୍ରଶଂସକମାନେ ଖୁବଶୀଘ୍ର ପୁଣି  ଏହି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଆଉ ଏକ ମ୍ୟାଚ୍ ଦେଖିବାକୁ ଯାଉଛନ୍ତି। ଏହି ମ୍ୟାଚ୍ ଆମେରିକାରେ ଖେଳାଯିବ। ତେବେ ଏନେଇ ମ୍ୟାଚର ତାରିଖ ଓ ସ୍ଥାନ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ହ୍ୟୁଷ୍ଟନର ମୋସେସ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଡିସେମ୍ବର ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଆୟୋଜିତ ହେବାକୁ…

Read More