ଦେବାନନ୍ଦଙ୍କ ଜୀବନ ଦର୍ଶନ

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)-ପାକିସ୍ଥାନର ଦରବାର ଅଲ୍ଲୀ ଶା‌ହ । ଲାହୋର କଲେଜରେ ପଢିବା ବେଳେ ଦେବାନନ୍ଦ  ତାଙ୍କ କ୍ଲାସମେଟ୍ ଥିଲେ । ବୁଢା ଦରବାର ଅଲ୍ଲୀଙ୍କୁ ତାଙ୍କ ଜବାନ ପୁଅ ଥରେ କହିଲା , ଦେଖ ଆବା, ତମ ସାଙ୍ଗ କେତେ ହ୍ୟାଣ୍ଡସମ୍ ଓ ଜବାନ ଦେଖା ଯାଉଛି ‌ । କିନ୍ତୁ ତମେ କାହିଁକି ଏତେ ବୁଢା ଦେଖା ଯାଉଛ ? ଦରବାର ଅଲ୍ଲୀ ଉତ୍ତର ଦେଲେ , ଦେବାନନ୍ଦ ସବୁବେଳେ ସୁନ୍ଦର…

Read More

ଦେବାନନ୍ଦଙ୍କ ଘରୁ ଫଟୋ ନେଇ ଆସିଥିଲା ପୁରୀ ଏସସିଏସ୍ କଲେଜ ପିଲା..ପୁଲିସ୍ ତା’ପରେ କ’ଣ କଲା…ଜାଣନ୍ତୁ

ଭୁବନେଶ୍ୱର : ପୁରୀ ଏସସିଏସ୍ କଲେଜର ଜଣେ ଛାତ୍ର ଗ୍ରୀଷ୍ମ ଛୁଟିରେ ବମ୍ବେ ଚାଲିଗଲା । ସେଠାରେ ସେ ଦେବାନନ୍ଦଙ୍କ ପିଛା କରିବାକୁ ଲାଗିଲା । କିଛି ଦିନ ପରେ ଦେବାନନ୍ଦ ଏହା ଜାଣି ପାରିଲେ । ସେ ପଚାରିବାରୁ ଆମର ଏହି ଓଡ଼ିଆ କଲେଜ୍ ଛାତ୍ର କହିଲା ସେ ହେଉଛି ଦେବାନନ୍ଦଙ୍କର ବହୁତ ବଡ଼ ଫ୍ୟାନ୍ ଓ ଓଡ଼ିଶାରୁ ଆସିଛି । କିଛି ଦିନ ପରେ ଓଡ଼ିଶା ଫେରିଯିବ । ଦେବାନନ୍ଦ ତାକୁ ଘରେ ଆଶ୍ରୟ…

Read More