କାହା କଥା ହେବ ସତ …

ଭୁବନେଶ୍ୱର; ନିର୍ବାଚନ ପାଇଁ ଓଡିଶାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇନାହିଁ କି ଲୋକେ ମଧ୍ୟ ଦେଇନାହାଁନ୍ତି  କିନ୍ତି ରାଜ୍ୟର ପ୍ରମୁଖ ୨ ଦଳଙ୍କ ପକ୍ଷରୁ ସରକାର ଗଠନ ଲାଗି ଶପଥ ଗ୍ରହଣ ଉତ୍ସବ କେବେ ହେବ ତାହାର ଘୋଷଣା ସରିଲାଣି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ଅନୁଷ୍ଠିତ ଦୁଇଟି ନିର୍ବାଚନୀ ସଭାରେ ଭାଷଣ ଦେଇ ଏଥର ଓଡିଶାରେ ନିଶ୍ଚିତ ବିଜେପି ସରକାର ଗଢିବ ଏବଂ ଓଡିଶା ମାଟିର ପୁଅ କିମ୍ବା ଝିଅ ଜଣେ ମୁଖ୍ୟମନ୍ତ୍ରୀ…

Read More

ମାୟାବତୀ, ଦେବଗୌଡ଼ାଙ୍କ ଦଳ ବିରୋଧିଙ୍କ ଅଙ୍କ ବିଗାଡ଼ିବ !

ନୂଆଦିଲ୍ଲୀ : କର୍ଣ୍ଣାଟକ ନିର୍ବାଚନରେ ବିଜୟୀ ହେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସିଛି। ଏହା ମଧ୍ୟରେ ବିରୋଧି ଦଳ ସମୂହ ଦୁଇଟି ବୈଠକ ଯଥାକ୍ରମେ ପାଟନା ଏବଂ ବେଙ୍ଗଲୁରୁରେ ଅନୁଷ୍ଠିତ ହୋଇଗଲାଣି। ହେଲେ ଭାରତ ରାଜନୀତିରେ ଦୁଇଟି ଦଳ ଏପରି ଅଛନ୍ତି, ଯେଉଁମାନେ ବିରୋଧି ଦଳ ରଣନୀତିକୁ ଫେଲ୍ କରିବାର କ୍ଷମତା ରଖିଥାନ୍ତି। ଉତ୍ତର ଭାରତରେ ମାୟାବତୀ ଏବଂ ଦକ୍ଷିଣ ଭାରତରେ ଦେବଗୌଡ଼ା ମେଣ୍ଟକୁ କ୍ଷତି ପହଞ୍ଚାଇପାରନ୍ତି।କର୍ନାଟକରେ ଯଦି ଜେଡିଏସ୍ ସହ ବିଜେପି ମେଣ୍ଟ କରେ…

Read More

ଏନଡିଏରେ ସାମିଲ ହେବା ସହ କେନ୍ଦ୍ର ମନ୍ତ୍ରୀ ପଦକୁ ମନା, କାହିଁକି ଏପରି କଲେ ଏହି ତିନି ନେତା… ଜାଣନ୍ତୁ

ନୂଆଦିଲ୍ଲୀ :  ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ହେଲେ ଏହାର ରୂପରେଖ ନେଇ ବିଜେପି ଶୀର୍ଷ ନେତୃତ୍ୱ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିପାରୁନାହିଁ। ନିକଟରେ ଏନଡିଏର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୩୮ଟି ଦଳ ଯୋଗ ଦେଇଥିଲେ। ମାତ୍ର ଏମିତି କିଛି ଦଳ ଅଛନ୍ତି, ଯାହାକୁ ନିମନ୍ତ୍ରଣ କରାଯାଇଥିଲା। ଏମିତି କି ସେମାନଙ୍କୁ ନିକଟ ଭବିଷ୍ୟତରେ ମନ୍ତ୍ରୀ ପଦ ଦିଆଯିବ ବୋଲି ସ୍ଥିର କରାଯାଇଥିଲ।। ହେଲେ ଏହି ସବୁ ବ୍ୟକ୍ତି…

Read More