
ରାମ ମନ୍ଦିର ଦର୍ଶନ ପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି , ଏହି ସବୁ ସହରରୁ ଚାଲିବ ୧୦୦୦ରୁ ଅଧିକ ଟ୍ରେନ୍ ଜାଣନ୍ତୁ …
ନୂଆଦିଲ୍ଲୀ ; ରାମ ମନ୍ଦିର ଖୋଲିବା ପରେ ଯାତ୍ରୀମାନଙ୍କ ଦର୍ଶନ ପାଇଁ ଯିବା ଆସିବାରେ ଯେମିତି କୌଣସି ଅସୁବିଧା ନହୁଏ । ଏଥିପାଇଁ ରେଳବାଇ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି। ଦେଶର ବିଭିନ୍ନ ସହରରୁ ଅଯୋଧ୍ୟା ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରିଛି ଭାରତୀୟ ରେଳବାଇ। ରାମ ମନ୍ଦିର ଉଦଘାଟନର ମାତ୍ର କିଛି ଦିନ ପୂର୍ବରୁ ଏହି ଟ୍ରେନ୍ ଚଳାଚଳ ଆରମ୍ଭ ହେବ, ଯାହାଦ୍ୱାରା ଯାତ୍ରୀମାନେ ଆରାମରେ ଅଯୋଧ୍ୟା ଯାତ୍ରା କରିପାରିବେ ।…