୧୨ ବର୍ଷ ଓ ୧୮ ସିରିଜ ପରେ ହାରିଲା ଭାରତ

ପୁନେ; ଦୀର୍ଘ ୧୨ ବର୍ଷ ପରେ ଘରୋଇ ସିରିଜ ହାରିଲା ଟିମ ଇଣ୍ଡିଆ ।  ଦ୍ୱିତୀୟ ଟେଷ୍ଟରେ ଭାରତକୁ  ୧୧୩ ରନରେ ହରାଇ ପ୍ରଥମ ଥର ଭାରତ ମାଟିରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲ୍ୟାଣ୍ତ  । ଏହା ସହ ଭ୍ରମଣକାରୀ ଦଳ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଭାରତର ଏହି ପରାଜୟ ଐତିହାସିକ କାରଣ ୨୦୧୨ ପରେ ଟିମ୍ ଇଣ୍ଡିଆ କ୍ରମାଗତ ୧୮ ଟି ଘରୋଇ ସିରିଜ୍ ଜିତିଥିଲା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏହି ସିରିଜରେ…

Read More

ଆଜି ଜିମ୍ବାୱେ ବିରୁଦ୍ଧରେ ପ୍ରଥମ ମ୍ୟାଚ ଖେଳିବ ଭାରତ,ଭବିଷ୍ୟତ ଖୋଜରେ ପଡିଆକୁ ଓହ୍ଲାଇବ ନୂଆ ଭାରତୀୟ ଦଳ

ଭାରତୀୟ ଦଳ ଟି 20 ବିଶ୍ଵକପ ଜିତି ସାରିବା ପରେ ଜିମ୍ବାୱେ ବୁରୁଦ୍ଧରେ ପ୍ରଥମ ସିରିଜ ଖେଳିବାକୁ ଯାଉଛି । ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍‍ ଗିଲ୍ଙ୍କର ନେତୃତ୍ୱାଧିନ ଭାରତୀୟ ଦଳରେ ଏକାଧିକ ଯୁବ…

Read More

ଆୟାରଲ୍ୟାଣ୍ଡ ସିରିଜ ପାଇଁ କିଏ ହେବ ଅଧିନାୟକ ଜାଣନ୍ତୁ …..

ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ସିରିଜକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ସିରିଜରେ ଭାରତର ବର୍ତ୍ତମାନର ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇପାରେ । ଆଗକୁ ଏସିଆ କପ୍ ଓ ବିଶ୍ବକପ୍ ଆସୁଥିବାରୁ ଏହି ଦୁଇ ପ୍ରତିଭାବାନ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ ବିସିସିଆଇ । ଯଦି ଏମିତି କିଛି ପଦକ୍ଷେପ ବିସିସିଆଇ ନେଉଛି, ତେବେ ପୂର୍ବରୁ ସ୍ଥିରୀକୃତ ହୋଇଥିବା ସିରିଜଗୁଡିକରେ ଭାରତୀୟ ଦଳର ଅଧିନାୟକ…

Read More