
ଇସ୍ରାଇଲର କାହାଣୀ- ଆସନ୍ତୁ ଜାଣିବା …
ନୂଆଦିଲ୍ଲୀ : ଦ୍ଵିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ ବିଶ୍ଵ ରାଜନୈତିକ ଶକ୍ତି ମାନଚିତ୍ରରେ ପୁନର୍ବିନ୍ୟାସ ଘଟିଲା । ବର୍ତ୍ତମାନ ଆମେରିକା ଓ ସୋଭିଏତ ୟୁନିୟନ ଦୁଇ ମହାଶକ୍ତି । ପରସ୍ପର ମଧ୍ୟରେ କୌଣସି ଭୌଗଳିକ ଦ୍ୱନ୍ଦ୍ୱ ନ ଥିଲା । ଆମେରିକାର ସବୁଠାରୁ ବଡ଼ ଚିନ୍ତା ହେଲା ପଶ୍ଚିମ ଇଉରୋପକୁ ନେଇ । ଏହାର କାରଣ ପୂର୍ବ ଇଉରୋପୀୟ ଦେଶଗୁଡ଼ିକର ସମାଜତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ହେଇଯିବା ଯୋଗୁଁ ଆମେରିକା ଓ ପୁଞ୍ଜିବାଦୀ ଅର୍ଥଶାସ୍ତ୍ରୀଙ୍କୁ କମ୍ୟୁନିଜିମ(କୋଠବାଦ) ଭୂତ ଘାରିଲା।…