ଆରସିବିକୁ ମିଳିଲା ନୂଆ ଅଧିନାୟକ

ବାଙ୍ଗାଲୋର: ଆରସିବି ଘୋଷଣା କଲା ତାର ନୂଆ ଅଧିନାୟକ। ୨୦୨୫ ଆଇପିଏଲ ସିଜିନ ପାଇଁ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ରଜତ ପାଟିଦାରଙ୍କୁ ନୂତନ ଅଧିନାୟକ ଭାବେ ଦାୟିତ୍ଵ ଦେଇଛି। ଏନେଇ ଆଜି ଦଳ ଘୋଷଣା କରିଛି। ୨୦୨୧ ରୁ ଆରସିବି ସହିତ ଥିବା ପାଟିଦାର ଦଳର ୮ମ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ପୂର୍ବତନ ଅଧିନାୟକ ଫାପ ଡୁପ୍ଲେଶିଶିଙ୍କୁ ଦଳ ବାଦ୍ ଦେବା ପରେ ନୂଆ କ୍ୟାପଟେନ ଖୋଜରେ ଥିଲା। ଏନେଇ ବିରାଟ କୋହଲିଙ୍କୁ ଅଧିନାୟକ…

Read More

କୋଲକତା, ମୁମ୍ବାଇ ଆଜି ମୁମ୍ବାଇରେ ମୁହାଁ-ମୁହିଁ …

ମୁମ୍ବାଇ : ଆଜି ମୁମ୍ବାଇର ୱାଙ୍ଖଡେରେ ମୁହାଁମୁହିଁ ହେବେ ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ।ଏହି ମ୍ୟାଚ କଲିକାତା ଅପେକ୍ଷା ମୁମ୍ବଇ ପାଇଁ ଗୁରୁତ୍ବପୂର୍ଣ୍ଣ। ଦୁଇ ଦଳ ଚଳିତ ଆଇପିଏଲରେ ପ୍ରଥମ୍ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି।କଲିକାତା ନାଇଟ୍‌ ରାଇଡର୍ସ ୯ଟି ମ୍ୟାଚ୍‌ରୁ ୬ଟି ବିଜୟ ୩ଟି ପରାଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ବଇ ଇଣ୍ଡିଆନ୍‌ସ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜୟର…

Read More

ମୁମ୍ବାଇ ପ୍ରଶଂସକଙ୍କ ପାଇଁ ଖୁସି ଖବର , ରୋହିତଙ୍କୁ ମିଳିପାରେ ପୁଣି ଅଧିନାୟକ ପଦ …

ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ଠିକ୍ ହେଉନାହିଁ। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟ ଉପରେ ନିରାଶ ହୋଇଛନ୍ତି। ଏବେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯାହା ଅନୁସାରେ ହାର୍ଦ୍ଦିକଙ୍କ ପାଇଁ ଆଇପିଏଲ ୨୦୨୪ରେ ଖେଳିବା କଷ୍ଟକର । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଅପଡେଟ୍ ଆସିବା ପରେ ପ୍ରଶଂସକମାନେ ଆଶା ରଖିଛନ୍ତି ଯେ ରୋହିତ ଶର୍ମା…

Read More

କାହିଁକି ମୁମ୍ବାଇ ଛାଡ଼ିଦେବେ ଏହି ୩ ଖେଳାଳି …

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ସିଜନର ଖେଳାଳି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଏକ ନିଷ୍ପତ୍ତି ନେଇଛି ଯାହା ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଗତ ୨ ସିଜିନ୍ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଦଳରେ ଥିଲେ ଏବଂ ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିଲେ, କିନ୍ତୁ ଖେଳାଳି ଟ୍ରଡିଂ ମାଧ୍ୟମରେ ମୁମ୍ବାଇ ଇଣ୍ଡିଆନ୍ସ…

Read More

ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନରେ ଭାଙ୍ଗିଲାକି ସୂର୍ଯ୍ୟଙ୍କ ହୃଦୟ …

ମୁମ୍ବାଇ; ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ କୁ ଫେରିବା  ମୁମ୍ବାଇ ଇଣ୍ଡିଆନ୍ସ ଡ୍ରେସିଂ ରୁମରେ ଅଶାନ୍ତି ସୃଷ୍ଟି କରିପାରେ। ବାସ୍ତବରେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବାର ପରଦିନ ବା ଆଜି ସୂର୍ଯ୍ୟକୁମାର ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଭଙ୍ଗା ହୃଦୟର ଇମୋଜି ସେୟାର କରିଥିଲେ। ଯାହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ବିଭିନ୍ନ ଉପାୟରେ ସାମ୍ନାକୁ ଆସୁଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଆଉଟ୍ କରିବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଏକ…

Read More

ଗୁଜରାଟ୍ ଟାଇଟାନ୍ସର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ମୁମ୍ବାଇ ଫେରିଲେ ପାଣ୍ଡ୍ୟା

ଭୁବନେଶ୍ୱର : ଦୁନିଆର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲ୍ ରେ ଏକ ବିରାଟ ଅଦଳବଦଳ ବା କାରବାର ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର  ଅଧିନାୟକ ପଦ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଶୁଭମନ ଗିଲଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଦିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ…

Read More

ଆଇପିଏଲ୍ ଫାଇନାଲରେ ଚେନ୍ନାଇ-ଗୁଜରାଟ ମୁକାବିଲା

ଭୁବନେଶ୍ୱର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 4ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଗତ ଥର ଚମ୍ପିୟାନ ହୋଇଥିବା ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଆସନ୍ତା ରବିବାର ସନ୍ଧ୍ୟା 7ଟା 30ରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ କ୍ୱାଲିଫାୟାର ଓ୍ୱାନରେ ଗୁଜରାଟକୁ ହରାଇ ସିଧା ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ କ୍ୱାଲିଫାୟାରରେ ଗୁଜରାଟ ଏଲିମଲେଟର ବିଜେତା ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଯଦି ଚେନ୍ନାଇ ରବିବାର…

Read More

ବାରବାଟୀ ପଡିଆରୁ କ୍ୟାରିୟର ଆରମ୍ଭ କରିଥିଲେ ଆକାଶ ମଘବାଲ

ଭୁବନେଶ୍ୱର : ଭାରତର ପ୍ରସିଦ୍ଧ ଅଫ୍ ସ୍ପିନର ହରଭଜନ ସିଂ ଥରେ କହିଥିଲେ ଯେ, ଟ୍ୱେଣ୍ଟିଂ ଟ୍ୱେଣ୍ଟିଂ କ୍ରିକେଟରେ ପ୍ରତିଟି ଡଟ୍ ବଲ୍ ଗୋଟିଏ ଖାଣ୍ଟି ସୁନା ଭଳି। ଏହି ଖେଳରେ ବୋଲର କେବଳ ନିଜକୁ ବ୍ୟାଟରଙ୍କ ଠାରୁ ବଞ୍ଚାଇବାର ଅଛି। ମାତ୍ର ଚେନ୍ନାଇ ଚେପକ ଭଳି ବ୍ୟାଟିଂକୁ ସୁହାଇଥିବା ପିଚରେ ମାତ୍ର 3 ଓଭର 3ଟି ବଲରେ 5 ରନ୍ ବ୍ୟୟ କରି 5 ଉଇକେଟ୍ ଦଖଲ କରିବା ନିହାତ ବଡ କଥା। ଏହି କାରନାମା…

Read More

ଗୁଜରାଟ ସହ କ୍ୱାଲିଫାୟାର ଖେଳିବ କିଏ… ଲକ୍ଷ୍ମୌ ନା ମୁମ୍ବାଇ.. ଆଜି ହେବ ମହାମୁକାବିଲା

ଭୁବନେଶ୍ୱର : ଚଳିତ ଆଇପିଏଲ୍‌ ସଂସ୍କରଣରେ ପ୍ରଥମରୁ ଖରାପ ପ୍ରଦର୍ଶନ କରି ଶେଷରେ ସମସ୍ତଙ୍କୁ ଚକିତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏକଦା 8 ନମ୍ବରରେ ଥିବା ଏହି ଦଳ ପ୍ଲେ ଅଫ ରେ ସ୍ଥାନ ପକା କରିଛି। 2020ରେ ଚମ୍ପିୟାନ ହେବା ପରେ 2021 ଏବଂ 2022ରେ ଦଳ ପ୍ରଦର୍ଶନ ଏତେଟା ଭଲ ରହିନି। ତେଣୁ ଏହି ସିଜିନ୍ ରେ ମୁମ୍ବାଇ ନିଜ ଦମ୍ ଦେଖାଇବାକୁ ଚେଷ୍ଟା କରିବ। ଚଳିତ ବର୍ଷର ଦଳର ବ୍ୟାଟିଂ ଲାଇନ୍ ଅପ୍…

Read More