
ମାଗଣାରେ ଆଇପିଏଲ ଦେଖିବାକୁ ଚାହୁଁଛନ୍ତି ? ତେବେ ଜାଣନ୍ତୁ କେମିତି ?
ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ ଅର୍ଥାତ୍ ଆଇପିଏଲ ୨୨ ମାର୍ଚ୍ଚ ଅର୍ଥାତ୍ ଆଜି ଆରଂଭ ହେଉଛି । ୯୦ ଦିନ ଧରି ଚାଲିବାକୁ ଥିବା ଏହି ମେଗା କ୍ରିକେଟ ଇଭେଣ୍ଟରେ ବହୁତ ଉତ୍ସାହ ପରିଲକ୍ଷିତ ହେବ। ଆଇପିଏଲ ୨୦୨୫ରେ ଟ୍ରଫି ଜିତିବା ପାଇଁ ମୋଟ ୧୦ଟି ଦଳ ପରସ୍ପର ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଯଦି ଆପଣ ମଧ୍ୟ ଆଇପିଏଲକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତତ୍ୱପୂର୍ଣ ଖବର ରହିଛି । ଯଦି ଆପଣ ଘରେ…