ଭାରତୀୟ ଦଳକୁ ଆସିଲେ ଜୟସ୍ୱାଲ ଓ ତିଲକ ବର୍ମା, ବାଦ୍ ପଡିଲେ ରୋହିତ, କୋହଲି

ମୁମ୍ବାଇ : ଖେଳିବେନି ଦିନିକିଆ ଅଧିନାୟର ରୋହିତ ଶର୍ମା। ପଡ଼ିଆକୁ ଓହ୍ଲାଇବେନି ବର୍ତ୍ତମାନର ଶ୍ରେଷ୍ଠ ଦିନିକିଆ ଖେଳାଳି। ରୋହିତ ଓ ବିରାଟଙ୍କ ବିନା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ  ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ। ଆଇପିଏଲ ସେନ୍ସସନ୍ ତଥା ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଟି-ଟ୍ୱେଣ୍ଟିଂ ଦଳର ଅଧିନାୟକ ଘୋଷଣା  କରାଯାଇଛି। ବୁଧବାର ରାତିରେ ବିସିସିଆଇ ପକ୍ଷରୁ ସମ୍ପୂର୍ଣ୍ଣ  ଦଳ ଘୋଷଣା କରାଯାଇଛି। ଯଶସ୍ୱୀ ଜୟସ୍ୱାଲ ଓ ତିଲକ ବର୍ମାଙ୍କୁ ପ୍ରଥମ ଥର…

Read More