
ଆଜି ଚେନ୍ନାଇରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ହାଇଦ୍ରାବାଦ୍ , ବିଜୟୀ ଦଳ କଲିକତା ବିପକ୍ଷରେ ଖେଳିବ ଫାଇନାଲ…
ଚେନ୍ନଇ:କ୍ବାଲିଫାୟାର ୨ରେ ଆଜି ହାଇଦ୍ରାବଦ ଓ ରାଜସ୍ଥାନ ମଧ୍ୟରେ ହେବ ଟକ୍କର । ଚଳିତ ଆଇପଏଲ ସଂସ୍କରଣରେ ଫାଇନାଲ ଖେଳିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ଆଜି କଡା ମୁକାବିଲା ହେବାକୁ ଯାଉଛି। କ୍ୱାଲିଫାୟର-୧ ଜିତି କଲକାତା ନାଇଟ୍ ରାଇଡର୍ସ ପ୍ରଥମରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଆଜି ଯେଉଁ ଟିମ୍ ବିଜେତା ହେବ ସେ ଫାଇନାଲରେ ମୁକାବିଲା କରିବ। ରାଜସ୍ଥାନ ପ୍ରଥମ ୯ଟି ମ୍ୟାଚରୁ ୮ଟି ଜିତିଥିଲା। ହେଲେ…