ଆଗ ପଇସା, ପରେ ଦେଶ ! ଏହି ୫ ଷ୍ଟାର ଖେଳାଳି ନେଲେ ଚକିତ କଲା ଭଳି ନିଷ୍ପତି

କ୍ରିକେଟ୍ ପ୍ରେମୀମାନେ ଏବେ ଆଇପିଏଲ୍ ୨୦୨୫କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଲିଗର ୧୮ତମ ସିଜିନ୍ ୨୨ ମାର୍ଚ୍ଚରୁ ଆରଂଭ ହୋଇ ୨୫ ମଇ ପର୍ଯ୍ୟନ୍ତ ଚାଲିବ। ଆଇପିଏଲ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍। ଏହି ଲିଗରେ ଖେଳାଳିମାନେ ପ୍ରଚୁର ଟଙ୍କା ରୋଜଗାର କରନ୍ତି, ଯାହା ଫଳରେ ବିଶ୍ୱର ସମସ୍ତ ବଡ଼ ବଡ଼ ଖେଳାଳି ଖେଳିବା ପାଇଁ ଭାରତ ଆସିଥାନ୍ତି । ଏପରି ପରିସ୍ଥିତିରେ, ଆଇପିଏଲ ୨୦୨୫କୁ ଦୃଷ୍ଟିରେ ରଖି, ୫ ତାରକା ଖେଳାଳି…

Read More

ପୁଣି ପଡିଆକୁ ଫେରିବେ ଅଧିନାୟକ କୋହଲି

ନୂଆଦିଲ୍ଲୀ; ବିରାଟ କୋହଲି ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ନିଜର ବ୍ୟାଟିଂ ଜରିଆରେ ଆରସିବି ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଆଇପିଏଲରେ ଇତିହାସରେ ମଧ୍ଯ ତାଙ୍କ ନାମରେ ସର୍ବାଧିକ ରନ୍ ରହିଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ୨୦୦୮ ଠାରୁ ଆଇପିଏଲରେ ଖେଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଆଇପିଏଲ ଟ୍ରଫି ଜିତିବାରେ ସକ୍ଷମ ହୋଇନାହାଁନ୍ତି। ତେବେ ଆଇପିଏଲ ନିଲାମି ପୂର୍ବରୁ ସବୁ ଦଳ ନିଜ ନିଜର ଖେଳାଳି ମାନଙ୍କୁ ରିଟେନ୍ କରୁଛନ୍ତି।…

Read More