ମୁଁ ଇସ୍ତଫା କାହିଁକି ଦେବି ବୋଲି କହିଲେ ସୁଜାତା, ବବି କହିଲେ ବିଜେପିର ଦମ୍ ଅଛି ଯଦି ବାନ୍ଧି ଜେଲ ନେଉ…

ଭୁବନେଶ୍ୱର : ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନ ଚର୍ଚ୍ଚା ମଧ୍ୟରେ ପ୍ରଣବ ପ୍ରକାଶ ଦାସଙ୍କ ନୂଆ ବୟାନ ଆଲୋଚନାର କାରଣ ହୋଇଛି l ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କର ମନୋବଳ ଆସିଛି ବୋଲି ବବି କହିଛନ୍ତି l  କେବଳ ସେତିକି ନୁହେଁ, ନୂଆ ସରକାରଙ୍କୁ ମଧ୍ୟ ସେ ଖୋଲା ଆହ୍ବାନ ଦେଇଛନ୍ତି। ଯଦି ଦୁର୍ନୀତି କରିଛି, ୪ ମାସ ହେଲାଣି ତାଙ୍କୁ ଏଯାଏ ବାନ୍ଧିନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଜେଲ୍‌ରେ ପୂରାଅ…

Read More

ଯାଜପୁର ବିଜେଡ଼ି ନେତାଙ୍କ ମଧ୍ୟରେ ଛନକା, ନବୀନଙ୍କ ଆଗରେ ଗୁହାରି..ସାର ପୁଲିସ୍ – ଅଫିସର ଆମ କଥା ଶୁଣୁନାହାନ୍ତି

ଭୁବନେଶ୍ୱର:  ପରାଜୟ ପରେ ଯାଜପୁର ଜିଲ୍ଲା ବିଜେଡି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁଇଦିନ ତଳେ ନବୀନ ନିବାସର ଜିଲ୍ଲାର ନେତାମାନଙ୍କୁ ନେଇ ଏହି ସମୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଥମ ଦଫାରେ ଦଳରେ କିଛି ନେତୃବୃନ୍ଦ ପ୍ରଥମେ ପ୍ରମିଳା ମଲ୍ଲିକଙ୍କ ବାସଭବନରେ ବସି ନବୀନ ନିବାସ ଯାଇଥିଲେ। ସେଠାରେ ବିଧାନସଭା ନିର୍ବାଚନମଣ୍ଡଳୀଓ୍ୱାରୀ ସମୀକ୍ଷା ହୋଇଥିଲା। ଏହି ବୈଠକରେ ସବୁ ପ୍ରାର୍ଥୀ(ବିଜୟ-ପରାଜିତ)  ଅଂଶଗ୍ରହଣ କରିଥିଲେ। ବଡ଼ଟଣାରୁ ହାରିଥିବା ବର୍ଷା ପ୍ରିୟଦର୍ଶିନୀ ନଥିଲେ। ତାଙ୍କର ଜଣେ କା ରହିଥିଲେ।…

Read More

ବରୀ ରାଜନୀତି ଚଳଚଞ୍ଚଳ : କେଉଁ ଦଳରୁ କିଏ ହେବ ପ୍ରାର୍ଥୀ…..ସଭିଏଁ ହେଉଛନ୍ତି ବାଉଳା…..

ଯାଜପୁର : ଯାଜପୁର ଜିଲ୍ଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ନେଇ ଅନିଶ୍ଚିତା ଜାରି ରହିଛି। ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଆଲୋଚନା ଆରମ୍ଭ ହୋଇ ଗଲାଣି। ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମାତ୍ର ଶାସକ ଦଳ ବିଜେଡି ଆରମ୍ଭରୁ ଏହି ଆସନରେ ଲଗାତର ବିଜୟୀ ହୋଇ ଆସୁଛି। ତେଣୁ ବିଜେଡି ଟିକେଟ୍…

Read More

ଯାଜପୁରରୁ ଯାଉଛି ସର୍ବାଧିକ ଲଘୁ ଖଣିଜ ସମ୍ପଦ

ଭୁବନେଶ୍ୱର : ଓଡ଼ିଶାରେ  ୧୪୦୫ଟି ଲାଇସେନ୍ସପ୍ରାପ୍ତ ଖଣି ଖନନ ଚାଲିଛି। ଏଥିରୁ ସର୍ବାଧିକ ୨୫୭ଟି ଖଣି ଯାଜପୁର ଜିଲ୍ଲାରେ ରହିଛି। ଏକ ସରକାରୀ ତଥ୍ୟରୁ ଏହା ସାମନାକୁ ଆସିଛି। ଖଣି ଖନନ ଯୋଗୁଁ  ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି। ବାଲି ଖନନ ରାଜ୍ୟରେ ଏକ ପ୍ରମୁଖ ଖଣି କାର୍ଯ୍ୟ ହୋଇଥିବାବେଳେ ଏହା ବ୍ୟତୀତ ପଥର ଖଣି, କୋଇଲା ଏବଂ ଚୂନପଥର ଖଣି କାର୍ଯ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରିଲକ୍ଷିତ ହୋଇଥାଏ ।…

Read More