ବେଙ୍ଗଲୁରୁ ପରେ ଓଡ଼ିଶାରେ ବସିଲା ନଅ ବିରୋଧି ଦଳଙ୍କ ବୈଠକ, ଅଗଷ୍ଟ ମାସରେ ଆହୁରି ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର :   ଶେଷରେ କଂଗ୍ରେସକୁ ବୁଝା ପଡିଲା। ଜାତୀୟ ସ୍ତରରେ ମେଣ୍ଟ ରାଜନୀତି ଧାର ଧରିବା ପରେ ଓଡ଼ିଶାରେ ଏନେଇ ପ୍ରଥମ ପ୍ରକ୍ରିୟା ଆରମ୍ଭ କଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଗୁରୁବାର ରାଜଧାନୀର ଏକ ଘରୋଇ ହୋଟେଲରେ ରାଜ୍ୟରେ ସକ୍ରିୟ ଅଣ ବିଜେପି-ବିଜେଡି ଦଳ ଗୁଡିକ ନେଇ ଏକ ପ୍ରାଥମିକ ବୈଠକ ହୋଇଯାଇଛି। ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରୟାସରେ ସାମାଜିକ ଆନ୍ଦୋଳନର ଦୁଇଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ପୂର୍ବତନ କେନ୍ଦ୍ର…

Read More