ଅର୍ଥନୀତି ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)-ଏବେ ଯଦି ଜଣେ ବିରୋଧୀ ଦଳର କର୍ମୀ କେଉଁଠି ମାଇକ୍ ଧରି ଭାଷଣ ଦେବ, ସ୍ବାଭାବିକ ଭାବେ ସେ ତ ମୋଦୀ ସରକାର ବିରୁଦ୍ଧରେ କହିବ । ହୁଏତ ସେ ଦରି ବିଛାଇ କିଛି ଗ୍ରାମବାସୀଙ୍କୁ ବସାଇ ସେଠାରେ ଲୋକଙ୍କୁ ବର୍ତମାନର ଆର୍ଥିକ ଅବସ୍ଥା ବିଷୟରେ କହିବ । ସେତିକିବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ କହିବ , ‘ କ’ଣ କହୁଛନ୍ତି ଆଜ୍ଞା ? ମୋଦୀଙ୍କ ଯୋଗୁଁ ଭାରତ ପଞ୍ଚମ ଦେଶରୁ…

Read More

ଚାରିବର୍ଷ ପରେ ଅହମ୍ମଦାବାଦରୁ ମୁମ୍ବାଇ ଗଡ଼ିବ ବୁଲେଟ୍ ଟ୍ରେନ୍

 ନୂଆଦିଲ୍ଲୀ : ଆଉ ଚାରି ବର୍ଷ ପରେ ଭାରତରେ ପ୍ରଥମ ହୁଲେଟ୍ ଟ୍ରେନ୍ ଗଡିବ ବୋଲି ପୂର୍ବାନୁମାନ କରାଯାଇଛି। ଅର୍ଥାତ  ୨୦୨୭ରେ ଭାରତ ପ୍ରଥମ ବୁଲେଟ୍‌ ଟ୍ରେନ ଚଳାଚଳ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୁଜରାଟର ଅହମଦାବାଦରୁ – ମହାରାଷ୍ଟ୍ରର ମୁମ୍ବାଇ ମଧ୍ୟରେ ଏହା ଚଳାଚଳ କରିବ ବୋଲି ଜଣାପଡିଛି।  ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜେଆଇସିଏ) ସହଯୋଗରେ ନ୍ୟାସନାଲ ହାଇ ସ୍ପିଡ୍ ରେଲ କର୍ପୋରେସନ ଲିମିଟେଡ (ଏନଏଚ୍‌ଏସଆରସିଏଲ୍‌) ଦେଶରେ ବୁଲେଟ ଟ୍ରେନ ପ୍ରକଳ୍ପକୁ କାର୍ଯ୍ୟକାରୀ…

Read More