ବୁମରାଙ୍କ ସହ ୧୮୫ ରନ୍ ଏବଂ ବୁମ୍ରାଙ୍କ ବିନା ୨୦୦

ଅଷ୍ଟ୍ରେଲିଆ : ସିଡନୀରେ ଟିମ୍ ଇଣ୍ଡିଆର ଅବସ୍ଥା ଖରାପ, କିନ୍ତୁ ବିଶେଷଜ୍ଞଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମ ଇନିଂସରେ ୪ ରନ୍ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୧୪୧ ରନରେ ୬ ୱିକେଟ୍ ହରାଇଛି । ଭାରତର ଅଗ୍ରଣୀ ହେଉଛି ୧୪୫ ରନ୍। ଏଥିରୁ ଜଣାପଡୁଛି ଯେ ଏହି ଟେଷ୍ଟ ଅଷ୍ଟ୍ରେଲିଆର ମୁଠି ଧିରେ ଧିରେ ଶକ୍ତ ହେବାରେ ଲାଗିଛି , କିନ୍ତୁ ପୂର୍ବତନ କ୍ରିକେଟରମାନେ ବିଶ୍ବାସ କରୁଛନ୍ତି ଯେ…

Read More

ଏକ ବଡ ରେକର୍ଡରୁ ଆଉ ମାତ୍ର ଗୋଟିଏ ୱିକେଟ ପଛରେ ଅଛନ୍ତି ଉପ-ଅଧିନାୟକ ବୁମ୍ରା

ଜସପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ଦଳ  ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି। ରୋହିତ ଶର୍ମାଙ୍କ ଦ୍ୱିତୀୟ ସନ୍ତାନ ଜନ୍ମ ହେତୁ ବୁମରାଙ୍କୁ ଅଧିନାୟକତ୍ୱ କରିବାକୁ ପଡ଼ିଥିଲା। ଅଧିନାୟକତ୍ୱ ମଙ୍ଗ ସମ୍ଭାଳିବା ସହିତ ବୁମରା ମଧ୍ୟ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ମ୍ୟାଚ୍‌ରେ କାଙ୍ଗାରୁ ଦଳକୁ ୨୯୫ ରନରେ ପରାସ୍ତ କରିଥିଲେ। ଡିସେମ୍ବର ୬ ରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ।…

Read More

କାହିଁକି ମୁମ୍ବାଇ ଛାଡ଼ିଦେବେ ଏହି ୩ ଖେଳାଳି …

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ସିଜନର ଖେଳାଳି ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଏକ ନିଷ୍ପତ୍ତି ନେଇଛି ଯାହା ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି । ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଗତ ୨ ସିଜିନ୍ ଧରି ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟାନ୍ସ ଦଳରେ ଥିଲେ ଏବଂ ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିଲେ, କିନ୍ତୁ ଖେଳାଳି ଟ୍ରଡିଂ ମାଧ୍ୟମରେ ମୁମ୍ବାଇ ଇଣ୍ଡିଆନ୍ସ…

Read More