
ଦୁଇ ମିଶ୍ରଙ୍କୁ ଶୁଣାଇଲେ ଅରୁଣ ସାହୁ
ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ଦୁଇ କୁହାଳିଆ ନେତା-ନରସିଂହ ମିଶ୍ର ଏବଂ ଜୟ ନାରାୟଣ ମିଶ୍ରଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ନିଆରା ଢଙ୍ଗରେ ସମାଲୋଚନା କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ, ବିରୋଧୀଦଳର ନେତାମାନେ ଜ୍ଞାନ ବାଣ୍ଟୁଛନ୍ତି କିନ୍ତୁ ଜ୍ଞାନ ଗ୍ରହଣ କରୁନାହାନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ, ଗୃହରେ ଯାହା ଚାହିଁବେ ତାହା କହିବେ । ଯେଉଁମାନେ ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ମେଣ୍ଟାଲ ହେଲଥ(ମାନସିକ ସ୍ୱାସ୍ଥ୍ୟ) ଭଲ ନାହିଁ । ଯେଉଁମାନେ…