ଓଡ଼ିଶା ବଜାରରେ ପ୍ରବେଶ କଲା ଜିନ୍ଦଲ ପାନ୍ଥର ସିମେଣ୍ଟ

ଭୁବନେଶ୍ୱର/ପୁରୀ:୨୮/୧୧-ନୂତନତା ଓ ଉଚ୍ଚମାନର ଗୁଣବତ୍ତା ପାଇଁ ଜଣାଶୁଣା ଜିନ୍ଦଲ ପାନ୍ଥର୍ ସିମେଣ୍ଟ ଗତକାଲି ପୁରୀରେ ଆୟୋଜିତ ଏକ ଉନ୍ମୋଚନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ସିମେଣ୍ଟ ବଜାରରେ ପଦାର୍ପଣ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସହିତ ପୂର୍ବ ଭାରତର ନିର୍ମାଣ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏହାର ଅତ୍ୟାଧୁନିକ ଅନୁଗୁଳ ସିମେଣ୍ଟ ପ୍ଲାଣ୍ଟର ଶୁଭାରମ୍ଭ ଉତ୍ସବ ମଧ୍ୟ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିନ୍ଦଲ ପାନ୍ଥର ସିମେଣ୍ଟର ୩ଟି ପ୍ରିମିୟମ ଭାରିଏଣ୍ଟକୁ ବଜାର ବିକ୍ରି ପାଇଁ ଉନ୍ମୋଚନ…

Read More

ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ §  କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କାର୍ଯ୍ୟକ୍ଷମ §  ଜେଏସପିଏଲର ଇସ୍ପାତ ମାର୍କେଟିଂ ଟିମ୍ ସହଯୋଗରେ ବଜାରରେ ସିମେଣ୍ଟର ବିତରଣ କରାଯିବ ନୂଆଦିଲ୍ଲୀ, ୨୨/୧୦: କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଜିନ୍ଦଲ ଗୃପ ଅଧୀନରେ…

Read More

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ କଳିଙ୍ଗ ସିଏସଆର ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ପୁରସ୍କାର

ଭୁବନେଶ୍ଵର: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ (ଜେଏସପି)କୁ ଗୋଲ୍ଡ ବର୍ଗରେ ସମ୍ମାନଜନକ କଳିଙ୍ଗ ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଜୁନ୍ ୮, ୨୦୨୪ ରେ ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲେସୋଥୋ ସାମ୍ରାଜ୍ୟର  ଉଚ୍ଚାୟୁକ୍ତ ମହାମହିମ ଶ୍ରୀମତୀ ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋଚାବା ଏବଂ ବାଂଲାଦେଶର ଉପ-ଉଚ୍ଚାୟୁକ୍ତ ମହାମହିମ ଶ୍ରୀ ଅନ୍ଦଲିବ ଇଲିୟାସ ଏହି ପୁରସ୍କାର…

Read More

କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଜେଏସପିକୁ ସୋସିଆଲ ଇମ୍ପାକ୍ଟ ୨୦୨୪ ପୁରସ୍କାର

ଭୁବନେଶ୍ବର ; ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୋସିଆଲ ଇମ୍ପାକ୍ଟ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ଦିଲ୍ଲୀର ଏସିପି ସାଇବର ସେଲ୍ (କ୍ରାଇମ ବ୍ରାଞ୍ଚ) ଶ୍ରୀ ସନ୍ଦୀପ ମଲହୋତ୍ରା, ଆଇପିଏସ୍, ଏହି ପୁରସ୍କାର ପ୍ରଦାନ କରିଥିଲେ। ଜେଏସପି ପକ୍ଷରୁ ଏହାର ଗ୍ରୁପ୍ ଚିଫ୍ ଡିଜିଟାଲ୍ ଅଫିସର ଶ୍ରୀ ଇନ୍ଦ୍ରଦ୍ୟୁନ୍ନ ଦତ୍ତା ଏହି ସମ୍ମାନ ଗ୍ରହଣ କରିଥିଲେ। ଚେୟାରମ୍ୟାନ୍ ଶ୍ରୀ…

Read More