କର୍ଣ୍ଣାଟକ ସରକାର ଭାଙ୍ଗିଯିବ କି ବୋଲି କାହିଁକି କହିଲେ କୁମାରସ୍ୱାମୀ ?

ବେଙ୍ଗଲୁରୁ :  କଂଗ୍ରେସ ନେତୃତ୍ୱାଧିନ କର୍ଣ୍ଣାଟକ ସରକାର କୌଣସି ସମୟରେ ଭାଙ୍ଗି ଯାଇପାରେ। ଦଳର ପ୍ରାୟ ୪୦ରୁ ୫୦ ବିଧାୟକ  ଜଣେ ବରିଷ୍ଟ ନେତାଙ୍କ ନେତୃତ୍ୱରେ ବିଦ୍ରୋହ କରିପାରନ୍ତି।  ଏହି ବରିଷ୍ଠ ନେତା ଜଣଙ୍କ ବର୍ତ୍ତମାନ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ କାମ କରୁଛନ୍ତି।  ତେଣୁ କର୍ଣ୍ଣାଟକ ସରକାର ବିପଦରେ ରହିଥିବା ଜେଡି (ଏସ୍‌) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ଏହି ଦାବି କରିଛନ୍ତି। କୁମାର ସ୍ୱାମୀ କୁହନ୍ତି ଯେ, ଏଭଳି ଦୁଃସାହାସ ଛୋଟ ନେତାମାନଙ୍କଠାରୁ…

Read More

ବିଜେପିର ଟିନ୍ତା ବଢାଉଛି ଏହି ରାଜ୍ୟର ନିର୍ବାଚନୀ ସର୍ଭେ, ସବୁ କାଣ୍ଡ ପରେ ବଢୁନି ଆସନ…ବିହାର ଓ ମହାରାଷ୍ଟ୍ରରେ ସିଟ୍ ଆବଣ୍ଟନକୁ ନେଇ ମୁଣ୍ଡ ଟେକିବ ବିବାଦ..

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ଭାଙ୍ଗିଲା, ଏନସିପି ଦୁଇ ଭାଗ ହୋଇଗଲା। ବିହାରରେ ନୀତିଶ କୁମାରଙ୍କୁ ଛାଡି ଉପେନ୍ଦ୍ର କୁଶଓ୍ୱା ଏବଂ ଜିତନରାମ ମାଝୀ ଏନଡିଏକୁ ଆସିଲେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପୁତୁରା ଓ ପୁତୁରା ବୋହୂଙ୍କୁ ଇଡି ଜେରା କଲା , ମାତ୍ର ଏହାର କୌଣସି ସୁଫଳ ବିଜେପିର ଶୀର୍ଷ ନେତୃତ୍ୱ ଦେଖିବାକୁ ପାଉନାହିଁ। ଦଳ ପକ୍ଷରୁ କରାଯାଇଥିବା ନିଜସ୍ୱ ସର୍ଭେରୁ ଏନେଇ ସ୍ପଷ୍ଟ ସଙ୍କେତ ଆସିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ…

Read More