
୩୦ ଏପ୍ରିଲରୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା, କେବେ କରିବେ ପଞ୍ଜିକରଣ ? ଜାଣନ୍ତୁ
ଉତ୍ତରାଖଣ୍ଡ: ଚଳିତ ବର୍ଷ ୩୦ ଏପ୍ରିଲରୁ ଉତ୍ତରାଖଣ୍ଡର ଚାରିଧାମ, ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ଯାତ୍ରା ଆରମ୍ଭ ହେଉଛି। ଚାରିଧାମ ଯାତ୍ରା ପାଇଁ ପଞ୍ଜୀକରଣ ମଧ୍ୟ ମାର୍ଚ୍ଚ ୧୧ ରୁ ଆରମ୍ଭ ହେବ। ଏଥର, ଯାତ୍ରା ପଞ୍ଜିକରଣ ପ୍ରକ୍ରିୟାକୁ ଆଧାର କାର୍ଡ ସହିତ ସଂଯୋଗ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଅଥବା (ଆଧାର କାର୍ଡ)କୁ ଏହି ପ୍ରକ୍ରିୟା ସହିତ ସଂଯୋଗ…