କେଉଁ ସବୁ ଖାଦ୍ୟ ଖାଉଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୋଇନିସ୍ …..କିଏ ଦେଇଥିଲା ତାଙ୍କୁ ଖାଦ୍ୟ ସମ୍ପର୍କିତ ପରାମର୍ଶ
ନୂଆଦିଲ୍ଲୀ – ବର୍ତ୍ତମାନ କ୍ରିକେଟ୍ ବିଶ୍ୱକପ୍ ଜାରି ରହିଛି। ଏହି ସମୟରେ କେଉଁ ଖେଳାଳି କଣ ଖାଉଛନ୍ତି। ତାହାକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି। ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଖାଦ୍ୟ ଶୈଳୀକୁ ନେଇ ଚର୍ଚ୍ଚା ଜାରି ରହିଛି । ଯେପରି କମ୍ କାର୍ବୋହାଇଡ୍ରେଟ୍ ଖାଦ୍ୟ ଖାଇବେ ତାହା ଉପରେ ଧ୍ୟାନ ଦେବାକୁ ବ୍ୟକ୍ତିଗତ ରୋଷେୟାଙ୍କୁ ଷ୍ଟୋଇନିସ୍ ନିଜ ସାଙ୍ଗରେ ସବୁ ସମୟରେ ନେଇ ଥାଆନ୍ତି। ଷ୍ଟୋଇନିସ୍ ଏବେ କିଟୋଜେନିକ୍ ଡାଏଟ୍ (ହାଇ ଫ୍ୟାଟ୍, ଲୋ…