କାହାକୁ ଜମି ଦେବାକୁ କଥା ଦେଇଛନ୍ତି କି ସରକାର ! ନିଷ୍ପତ୍ତି ପରେ ପ୍ରତ୍ୟାହାର ପଛର ଉଦ୍ଦେଶ୍ୟ କ’ଣ ?
ଭୁବନେଶ୍ୱର : ଗତ ୧୪ ତାରିଖ ଦିନ ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ Odisha Schedule Area Transfer of Immovable Property (by Schedule Tribes) ୧୯୫୬ ରେଗୁଲେସନରେ ଓଡ଼ିଶା କ୍ୟାବିନେଟ ଦ୍ୱାରା ସଂଶୋଧନ କରାଯାଇଛି ବୋଲି ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଅନୁସୂଚିତ ଜନଜାତିଙ୍କ ବୃହତ୍ତର ସ୍ୱାର୍ଥକୁ ସାମ୍ନାରେ ରଖି ଉପଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତି କ୍ରମେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉପହାର କରି…