ମେଟ୍ରୋ ଘୋଷଣା ପରେ ବଢୁଛି ଆପାର୍ଟମେଣ୍ଟ ଦର, ଜାଗା କିଣିବାକୁ ଆଗ୍ରହ ଦେଖାଉଛନ୍ତି ବ୍ୟବସାୟ ପ୍ରତିଷ୍ଠାନ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ହେବ। ଏହା କେତେଦୂର କାର୍ଯ୍ୟକାରୀ ହେବ। କେବେ ମେଟ୍ରୋ ଚାଲିବ। ସେ ନେଇ କୌଣସି ସରକାରୀ ଦାବି ନାହିଁ। ମାତ୍ର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ଘୋଷଣା , କେତେକ ଜମିର ମୂଲ୍ୟ ବୃଦ୍ଧି କରିଦେଇଛି। ପ୍ରସ୍ତାବିତ ଅଞ୍ଚଳରେ ଥିବା ଜମି ଦର ପ୍ରାୟ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଯେଉଁ ଜମି ବର୍ଗଫୁଟ୍ ପିଛା ତିନି ହଜାର ଥିଲା, ତାହା ଏବେ ପାଞ୍ଚ…