
ଭାଷା ପ୍ରୋତ୍ସାହନ ପାଣ୍ଠିରେ ସଂସ୍କୃତକୁ ସିଂହଭାଗ
ଭୁବନେଶ୍ୱର : ସୂଚନା ଅଧିକାର ଆବେଦନ ମାଧ୍ୟମରେ ଏବଂ ସାର୍ବଜନୀନ ରେକର୍ଡରୁ ହିନ୍ଦୁସ୍ତାନ ଟାଇମ୍ସ ଦ୍ୱାରା ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ସଂସ୍କୃତ ଭାଷାର ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର୨୫୩୨.୫୯ କୋଟି ଖର୍ଚ୍ଚ କରିଛନ୍ତି, ଯାହା ଅନ୍ୟ ପାଞ୍ଚଟି ଶାସ୍ତ୍ରୀୟ ଭାରତୀୟ ଭାଷା – ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଏବଂ ଓଡିଆ ପାଇଁ ମିଳିତ ଖର୍ଚ୍ଚର ୧୭ ଗୁଣ ଅଟେ । ପ୍ରତିବର୍ଷ ସଂସ୍କୃତ ଭାଷା ପାଇଁ ହାରାହାରି ୨୩୦.୨୪ କୋଟି…